STORYMIRROR

ସତକର୍ମ ମଦ୍ୟ ଚେତନାର ହେଲା ସିଧାକଥା ଅଭ୍ୟୁଦୟ ପରେ ପ୍ରେମିକ ସ୍ୱାମୀ ମୌନେ କାନେ ପରିଜନେ ଶୁଣୁଥିବେ -- "ବେଳ ହେଲା ପାଖ |" ଅକାଳ ସମୟ ସହିପାରିଲାନି ଅଭିନୟ ସରିନି ମଞ୍ଚ ଅନ୍ଧାର ହେଲା ମତି ବିରୂପ ହେଲା ବିନାଶ କାଳେ ନିଶିକେ ନାଶ ଯିବ ବିନା ସକାଳେ ||

Oriya ବୁଝିପାରିଲେ ହେଲା Poems